😍😍😍
What a beautiful place in Sundargarh district of Odisha surrounded by hills.
ସୁନ୍ଦରଗଡ ଜିଲ୍ଲାର ଟେନସା ଘାଟି ଯଦିଓ ଖଣି ପାଇଁ ବେଶି ଜଣାଶୁଣା, ଏହା ଘଂଚ ଜଙ୍ଗଲ ଓ ପାହାଡ ଘେରା ଏକ ମନୋରମ ସ୍ଥାନ ଯେଉଁଠି ଏବେ ବନବିଭାଗ ତରଫରୁ ରାତ୍ରିଯାପନ କରିବପାଇଁ ଏକ ଖୁବ ସୁନ୍ଦର ଇକୋ କଟେଜ ନିର୍ମାଣ କରାଯାଇଛି
👉Tensa is sometimes called a hill station because of its cool weather. We went there in September and the nights were pretty cold with dew...
See more
- 00:0000:0000:00
1
42
0